ପ୍ରେସ ରିଲିଜ୍ ସୂଚନା ନୁହେଁ କି? | Odisha Reporter
5ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ବୁଲିବା ପାଇଁ ଲିଖିତ ନିର୍ଦ୍ଦେଶ ନାହିଁ । ସୂଚନା ଅଧିକାର ଆଇନରେ ଉତ୍ତର ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବିଭିନ୍ନ ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ବାବଦରେ ବି ତଥ୍ୟ ନାହିଁ: ସିଏମଓ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ସିଏମଓ ବାଣ୍ଟୁଛି 5ଟି ସଚିବଙ୍କ ଗସ୍ତ ବିବରଣୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
