Advertisment

ପ୍ରେସ ରିଲିଜ୍ ସୂଚନା ନୁହେଁ କି?

5ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ବୁଲିବା ପାଇଁ ଲିଖିତ ନିର୍ଦ୍ଦେଶ ନାହିଁ । ସୂଚନା ଅଧିକାର ଆଇନରେ ଉତ୍ତର ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

Advertisment

5ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ବୁଲିବା ପାଇଁ ଲିଖିତ ନିର୍ଦ୍ଦେଶ ନାହିଁ । ସୂଚନା ଅଧିକାର ଆଇନରେ ଉତ୍ତର ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବିଭିନ୍ନ ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ବାବଦରେ ବି ତଥ୍ୟ ନାହିଁ: ସିଏମଓ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ସିଏମଓ ବାଣ୍ଟୁଛି 5ଟି ସଚିବଙ୍କ ଗସ୍ତ ବିବରଣୀ ।

Advertisment
Odisha BjD Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe