ଏଥର କୃଷ୍ଣଙ୍କୁ ଭରସା କରିବେ ତ ଭୋଟର !

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ଢ଼େଙ୍କାନାଳ ସଦର ଓ ଗଂଦିଆ ଏହି ଦୁଇଟି ବ୍ଲକ୍‌କୁ ନେଇ ଗଠିତ ଢ଼େଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ । ପୂର୍ବରୁ ଗଂଦିଆ ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଥିଲା। ହେଲେ ୨୦୧୪ ନିର୍ବାଚନ ବେଳେ ଏହା ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା। ଓଡ଼ିଶାର ପୂର୍ବତନ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହି ଆସନରୁ ୪ ଥର ବିଧାୟକ ଭାବେ ଜିତିଥିଲେ। ଏହି ଆସନରେ ତୃତୀୟ ପର୍ଯ୍ୟାୟରେ […]

hatas

hatas

Minati Mishra
  • Published: Sunday, 07 April 2019
  • Updated: 07 April 2019, 10:54 AM IST

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ଢ଼େଙ୍କାନାଳ ସଦର ଓ ଗଂଦିଆ ଏହି ଦୁଇଟି ବ୍ଲକ୍‌କୁ ନେଇ ଗଠିତ ଢ଼େଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ । ପୂର୍ବରୁ ଗଂଦିଆ ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଥିଲା। ହେଲେ ୨୦୧୪ ନିର୍ବାଚନ ବେଳେ ଏହା ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା।
ଓଡ଼ିଶାର ପୂର୍ବତନ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହି ଆସନରୁ ୪ ଥର ବିଧାୟକ ଭାବେ ଜିତିଥିଲେ। ଏହି ଆସନରେ ତୃତୀୟ ପର୍ଯ୍ୟାୟରେ ହେବ ମତଦାନ। ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ରାଜନୈତିକ ପରିବେଶ ବେଶ ସରଗରମ ହୋଇପଡ଼ିଛି।

ଢ଼େଙ୍କାନାଳ ସଦର ଓ ଗଂଦିଆ ବ୍ଲକର ମୋଟ ୨,୨୮,୪୯୮ ଭୋଟରଙ୍କୁ ନେଇ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ୨୦୧୪ ନିର୍ଚବାଚନରେ ବିଜେଡିର ସରୋଜ କୁମାର ସାମଲ ୬୯,୦୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ୬୫,୭୮୯ ଓ କଂଗ୍ରେସର ସିଦ୍ଧେଶ୍ୱର ପ୍ରସାଦ ମିଶ୍ର ୩୦,୫୭୧ ଭୋଟ ପାଇଁ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଥିଲେ।

ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରେ ଏଥର ହେବ ତ୍ରିମୁଖୀ ଲଢ଼େଇ । ତିନି ପ୍ରମୁଖ ଦଳ ନିଜ ନିଜ ସ୍ଥାନରେ ବେଶ ମଜବୁତ୍‌ ଅଛନ୍ତି। ତେଣୁ ତିନି ଦଳ ପ୍ରଚାର ଆରମ୍ଭ କରି ଦେଲେଣି। ଢ଼େଙ୍କାନାଳବାସୀ କାହାକୁ ଭରସା କରିବେ ଏହା ଉପରେ ସମସ୍ତଙ୍କର ନଜର ରହିଛି।

ବିଜେଡି: ଗତଥର ଏହି ଆସନରୁ ବିଜେଡିର ସରୋଜ ସାମଲ ବିଜୟୀ ହୋଇଥିଲେ। ଏହାବ୍ୟତୀତ ୨୦୦୪ ଗଂଦିଆ ବିଧାନସଭା ଆସନରୁ ମଧ୍ୟ ସେ ବିଧାୟକ ଭାବେ ଜିତିଥିଲେ। ହେଲ ଦଳ ଏଥର ସରୋଜଙ୍କ ଟିକଟ କାଟି ସୁଧୀର ସାମଲଙ୍କୁ ଦେଇଛି। ସୁଧୀର ୨୦୦୯ରେ କଂଗ୍ରେସ ପକ୍ଷରୁ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ତାଛଡ଼ା ୨୦୧୪ରେ ମଧ୍ୟ ସୁଧୀରଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା କଂଗ୍ରେସ। ଅବଶ୍ୟ ସେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ଏହାପରେ ସୁଧୀର ମିଶିଥିଲେ ବିଜେଡିରେ। ଦଳ ଏଥର ବର୍ତ୍ତମାନର ବିଧାୟକ ସରୋଜଙ୍କୁ ବାଦ ଦେଇ ସୁଧରଙ୍କ ଉପରେ ଆସ୍ଥା ପ୍ରକଟ କରିଛି।

ବିଜେପି: ସଦର ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ପାଇଁ ବିଜେପି ଅଣ୍ଟା ଭିଡିଛି। ୨୦୦୦ ମସିହାରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଠିଆ ହୋଇ ଆସୁଥିବା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। କୃଷ୍ଣଚନ୍ଦ୍ର ପାତ୍ର ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ପ୍ରାର୍ଥୀ ହୋଇଥିଲେ କିନ୍ତୁ କେବେ ସଫଳତାର ସ୍ୱାଦ ଚାଖି ନ ଥିଲେ। ତେବେ ୨୦୧୪ରେ ନିକଟତମ ପ୍ରତିଦ୍ୱନ୍ଦୀ ସରୋଜ ସାମଲଙ୍କଠାରୁ ମାତ୍ର ୩୧୯୪ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଏସବୁ ସତ୍ତ୍ୱେ ମଧ୍ୟ ଦଳ ପୁଣିଥରେ କୃଷ୍ଣଚନ୍ଦ୍ରଙ୍କ ଉପରେ ଭରସା କରିଛି।  ଦଳର ଭରସାକୁ ରଖିବା ପାଇଁ କୃଷ୍ଣଚନ୍ଦ୍ର ଲାଗି ପଡ଼ିଛନ୍ତି। ତେବେ କେତେ ମାତ୍ରାରେ ସମର୍ଥ ହେଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।
କଂଗ୍ରେସ: ଠିକ୍‌ ସେହିପରି କଂଗ୍ରେସ ପକ୍ଷରୁ ଏଥର ନବୀନ ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୦୯ରେ ଏନ୍‌ସିପିରୁ ଜିତିଥିବା ନବୀନ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ ୨୦୧୪ରେ ବିଜେଡି ପକ୍ଷରୁ ତାଙ୍କୁ ଟିକଟ ନ ମିଳିବା ଯୋଗୁ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ। ଏଥର ମଧ୍ୟ ବିଜେଡି ଟିକଟ ଆଶା ମଉଳି ଯିବା ପରେ ନୀବନ କଂଗ୍ରେସରେ ମିଶି ଟିକଟ ହାତେଇବାରେ ସଫଳ ହୋଇଛନ୍ତି ଏବଂ ବିଜୟ ହେବାପାଇଁ ଦୃଢ଼ ଆଶାବାଦୀ ମଧ୍ୟ ଅଛନ୍ତି।

ତିନି ପ୍ରମୁଖ ଦଳର ନାମିଦାମୀ ନେତା ଏଥର ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଏକା ସଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେଥିପାଇଁ ଚଳିତ ସାଧାରଣ ନିର୍ବାଚନରେ ଏକ ହାଇ ପ୍ରୋଫାଇଲ ଲଢ଼େଇ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story