ଆନ୍ଦୋଳନ କରି ମନ ଜିଣିଛନ୍ତି ସାଲୁଜା, ହେଲେ ତାଙ୍କ ପାଇଁ କଣ୍ଟା ଅଜୟ, ଲକ୍ଷ୍ମଣ

କଣ୍ଟାବ।ଞ୍ଜି (ସୁରଦାସ ବାଗ୍‌): ରାଜ୍ୟର ୭୦ନଂ. ବିଧାନସଭା କ୍ଷେତ୍ର ହେଉଛି ବଲ।ଙ୍ଗିର ଜିଲ୍ଲ।ର କଣ୍ଟାବ।ଞ୍ଜି। ମୁରୀବାହାଲ, ତୁରେକେଲ।, ବଙ୍ଗୋମୁଣ୍ଡ। ବ୍ଲକ ସହ କଣ୍ଟ।ବ।ଞ୍ଜି ସହରର ୧୬ ୱ।ର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୨,୭୩,୬୭୮। ଯେଉଁଥିରେ ପୁରୁଷଙ୍କ ସଂଖ୍ୟା ୧,୩୯,୫୫୫ ଓ ମହିଳାଙ୍କ ସଂଖ୍ୟା ୧,୩୪,୮୫ ଓ କିନ୍ନରଙ୍କ ସଂଖ୍ୟା ୩୬। ରାଜନୈତିକ ଦୃଶ୍ୟପଟ୍ଟ ୨୦୧୯ ସାଧାରଣ ନିର୍ବାଚନ ଲାଗି ଏହି ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ […]

KANTABANJHI-1

Mihir Pattnayak
  • Published: Tuesday, 02 April 2019
  • , Updated: 02 April 2019, 12:46 PM IST

କଣ୍ଟାବ।ଞ୍ଜି (ସୁରଦାସ ବାଗ୍‌): ରାଜ୍ୟର ୭୦ନଂ. ବିଧାନସଭା କ୍ଷେତ୍ର ହେଉଛି ବଲ।ଙ୍ଗିର ଜିଲ୍ଲ।ର କଣ୍ଟାବ।ଞ୍ଜି। ମୁରୀବାହାଲ, ତୁରେକେଲ।, ବଙ୍ଗୋମୁଣ୍ଡ। ବ୍ଲକ ସହ କଣ୍ଟ।ବ।ଞ୍ଜି ସହରର ୧୬ ୱ।ର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୨,୭୩,୬୭୮। ଯେଉଁଥିରେ ପୁରୁଷଙ୍କ ସଂଖ୍ୟା ୧,୩୯,୫୫୫ ଓ ମହିଳାଙ୍କ ସଂଖ୍ୟା ୧,୩୪,୮୫ ଓ କିନ୍ନରଙ୍କ ସଂଖ୍ୟା ୩୬।

ରାଜନୈତିକ ଦୃଶ୍ୟପଟ୍ଟ

୨୦୧୯ ସାଧାରଣ ନିର୍ବାଚନ ଲାଗି ଏହି ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଧାୟକ ପଦବୀ ପାଇଁ କଂଗ୍ରେସ ସନ୍ତୋଷ ସିଂ ସ।ଲୁଜ।ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଲକ୍ଷ୍ମଣ ବ।ଗ୍‌ ଓ ବିଜେଡି ଅଜୟ ଦ।ସଙ୍କ ଉପରେ ଆସ୍ଥା ଥାପିଛି। ୨୦୧୪ ନିର୍ବ।ଚନ ଲଢିଥିବା ପ୍ର।ର୍ଥୀକୁ କଂଗ୍ରେସ ଓ ବିଜେପି ପୁଣି ଟିକଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥୀ ବଦଳ କରି ଆୟୁବ ଖାନ୍‌ଙ୍କ ବଦଳରେ ଅଜୟଙ୍କୁ ଟିକେଟ ଦେଇଛି। ଅଜୟ ଦଳରେ ନୂଆ ହୋଇଥିଲେ ମଧ୍ୟ ରାଜନୀତିରେ ପୋଖତ ବୋଲି ଚର୍ଚ୍ଚା ହେଉଛି। ୨୦୦୯ ଓ ୨୦୧୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଏହା ଆକଳନ କରାଯାଉଛି ଯେ, ଏଠାରେ ତ୍ରୀମୁଖି ଲଢେଇ ହେବା ନିଶ୍ଚିତ। କାରଣ ଯେଉଁମ।ନେ ରେସ୍‌ରେ ଅଛନ୍ତି ସେ ସମସ୍ତେ ନିଜ ନିଜ ଦଳରେ ପୁରୁଖା।

 

କଂଗ୍ରେସ: କଂଗ୍ରେସ ୨୦୧୪ ନିର୍ବାଚନ ହ।ରିଥିବା ବେଳେ ସେବେଠୁ ନିଜର ସଂଗଠନ ମଜବୁତ୍‌ କରିବାରେ ଲ।ଗିଛି। ଅନେକ ଗ୍ର।ମ।ଞ୍ଚଳରେ ସଭା ସମିତି କରି, ଚ।ଷୀମ।ନଙ୍କ ସମସ୍ୟାକୁ ନେଇ ବ୍ୟ।ଙ୍କ ଘେରାଉ, ଆନ୍ଦୋଳନ ଆଦି କରି ଜନତାଙ୍କ ପ୍ରିୟ ଭାଜନ ହେବାକୁ ଚେଷ୍ଟା କରିଛି। ଏଣୁ ଏହାକୁ ଅଧାର କରି ସ।ଲୁଜା ଏଥର ପୁଣି ବିଜୟୀ ହେବେ ବୋଲି ତ।ଙ୍କ ସମର୍ଥକମ।ନେ କହୁଛନ୍ତି।

ବିଜେପି: ୨୦୧୪ ନିର୍ବ।ଚନରେ ତୃତୀୟ ନମ୍ବରରେ ଥିବା ବିଜେପି ଦଳ ଏଥର ମୋଦି ହ।ୱ।ରେ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଗତ ନିର୍ବ।ଚନରେ ଯେଉଁ ସବୁ ଭୁଲ୍‌ ହୋଇଛି ସେ ସବୁ ଆଉଥରେ ନ ଦୋହରାଇ ଏଥର ବିଜେପି ଦଳ ହିଁ କଣ୍ଟାବାଞ୍ଜିରେ ବିଜୟ ବାନା ଉଡାଇବ ବୋଲି ବିଧ।ୟକ ପ୍ର।ର୍ଥୀ ଲକ୍ଷ୍ମଣ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବିଜେଡି: ଶ।ସକ ଦଳରେ ଟିକେଟ ପ।ଇଥିବା ଅଜୟ ଦ।ସ ଏଥର କଣ୍ଟାବାଞ୍ଜି ନିର୍ବ।ଚନ ମଣ୍ଡଳୀରେ ନୂଆ ଚେହେରାକୁ ଭୋଟ ଦେବ ବୋଲି କହୁଥିବା ବେଳେ ଅଜୟ ଦ।ସ ବାହାରୁ ଆସି ଏଠ।ରେ ନିର୍ବ।ଚନ ଲଢୁଥିବାରୁ କିଛି ଲୋକଙ୍କୁ ଏହା ହଜମ ହେଉନାହିଁ। ହେଲେ ୨ ଦୁଇ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ  କରିଥିବା ଅଜୟ ଏଥର କିନ୍ତୁ ବିଜୟର ମୁକୁଟ ନିଶ୍ଚିତ ପିନ୍ଧିବେ ବୋଲି ତ।ଙ୍କ ସମର୍ଥକ କହୁଛନ୍ତି।

ଅନ୍ୟାନ୍ୟ: କଂଗ୍ରେସ, ବିଜେପି, ବିଜେଡି ଦଳକୁ ଛାଡି ଦେଲେ ବହୁଜନ ସମାଜ ପ।ର୍ଟିରୁ ଚମ୍ପ। ନ।ଗ, ସ୍ଵ।ଧୀନ ପ୍ରାର୍ଥୀ ମୟ ବ।ଗ, ସୂରଥ ବେହେର।ଙ୍କ ସର୍ବ ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେଉଛନ୍ତି।

କିଏ କେବେ ହୋଇଥିଲେ ବିଧ।ୟକ

୧୯୬୧ : ର।ଜେନ୍ଦ୍ର ନ।ର।ୟଣ ସିଂ ଦେଓ (ଗଣତନ୍ତ୍ର ପରିଷଦ )

୧୯୬୭ : ଲୋକନ।ଥ ର।ଏ ( ସ୍ଵତନ୍ତ୍ର )

୧୯୭୧ : ଅଚ୍ୟୁତ।ନନ୍ଦ ମହ।ନନ୍ଦ ( ସ୍ଵତନ୍ତ୍ର )

୧୯୭୪ : ର।ମପ୍ରସ।ଦ ମିଶ୍ର ( ସ୍ଵତନ୍ତ୍ର )

୧୯୭୭ : ପ୍ରଶନ୍ନ କୁମ।ର ପ।ଳ ( କଂଗ୍ରେସ )

୧୯୮୦ : ପ୍ରଶନ୍ନ କୁମ।ର ପ।ଳ ( କଂଗ୍ରେସ-ଆଇ )

୧୯୮୫ : ଚୈତନ୍ୟ ପ୍ରଧ।ନ ( ସ୍ଵ।ଧୀନ )

୧୯୯୦ : ପ୍ରଶନ୍ନ କୁମ।ର ପ।ଳ ( ଜନତ। ଦଳ )

୧୯୯୫ : ସନ୍ତୋଷ ସିଂ ସ।ଲୁଜ। ( କଂଗ୍ରେସ )

୨୦୦୦ : ସନ୍ତୋଷ ସିଂ ସ।ଲୁଜ। ( କଂଗ୍ରେସ )

୨୦୦୪ : ଆୟୁବ ଖ।ନ୍‌ ( ସ୍ଵ।ଧୀନ )

୨୦୦୯ : ସନ୍ତୋଷ ସିଂ ସ।ଲୁଜ। ( କଂଗ୍ରେସ )

୨୦୧୪ : ଆୟୁବ ଖ।ନ୍‌ ( ବିଜେଡି )

Related story