Advertisment

ତାଳଦଣ୍ଡା ଭଳି ନୂଆ ରୂପ ପାଇବ କି ପେଟାନାଳ ?

ଦୀର୍ଘଦିନ ହେବ ବନ୍ଦ ପଡିଛି ପେଟାନାଳ ପ୍ରକଳ୍ପ କାର୍ଯ୍ୟ। ପୁନରୁଦ୍ଧାର କାମ ଆରମ୍ଭ ହୋଇ କିଛିଦିନ ଭିତରେ ହଠାତ୍ ବନ୍ଦ ହୋଇଯାଇଛି ବହୁପ୍ରତିକ୍ଷିତ ପ୍ରକଳ୍ପ।

author-image
Manoj Swain

ଦୀର୍ଘଦିନ ହେବ ବନ୍ଦ ପଡିଛି ପେଟାନାଳ ପ୍ରକଳ୍ପ କାର୍ଯ୍ୟ। ଆରମ୍ଭ ହୋଇ କାହିଁକି ହଠାତ୍ ବନ୍ଦ ହେଲା ପୁନରୁଦ୍ଧାର କାମ ? ପେଟାନାଳର କାମ କମ୍, ରାଜନୀତି ଅଧିକ । ଶ୍ରେୟ ନେବାକୁ ଦୌଡ଼ରେ ତିନି ପ୍ରମୁଖ ଦଳ । ଆଶଙ୍କାରେ ଲୋକେ, କାମ ଅପେକ୍ଷାରେ ପ୍ରକଳ୍ପ । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Cuttack