Advertisment

‘ଦାଦାଗିରି କରୁଛି ପୁଲିସ’

ମଦ ପିଇ ଘଟଣା ସ୍ଥଳକୁ ଯାଇଥିଲା ପୁଲିସ। ବନ୍ଧୁକ ଦେଖାଇ ଦାଦାଗିରି ବି ଦେଖାଇଥିଲା। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବରଗଡ଼ ପୁଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡି ବିଧାୟକ ସୁଶାନ୍ତ ସିଂ।

author-image
Manoj Swain

ମଦ ପିଇ ଘଟଣା ସ୍ଥଳକୁ ଯାଇଥିଲା ପୁଲିସ। ବନ୍ଧୁକ ଦେଖାଇ ଦାଦାଗିରି ବି ଦେଖାଇଥିଲା। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବରଗଡ଼ ପୁଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡି ବିଧାୟକ ସୁଶାନ୍ତ ସିଂ। ବଡ଼ କଥା ହେଲା ଏତ ବଡ ଘଟଣାରେ ପୁଲିସ କିନ୍ତୁ ଚୁପ୍। 

Advertisment
Odisha Police BjD Susant Sing Bargarh