Advertisment

‘ଲକ୍ଷେ ଭୋଟରେ ହାରିବେ ବିଜେପି ନେତା’

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଜୋର ଧରିଲା ରାଜନୀତି ।

Advertisment

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଜୋର ଧରିଲା ରାଜନୀତି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ଦାୟୀ କରି ସୁରେଶ ପୂଜାରୀ ବର୍ଷିବା ପରେ ପାଲଟା ଜବାବ ଦେଲେ ସୁଶାନ୍ତ। କହିଲେ, ''ପ୍ରମାଣ ଦେଖାଇଦେଲେ ମୁଁ ରାଜନୀତିରୁ ସନ୍ୟାସ ନେଇନେବି। ସବୁ ସିଷ୍ଟମ ଆପଣଙ୍କ ହାତରେ, ମୁଁ ଚ୍ୟାଲେଞ୍ଜ ଦେଉଛି ଲକ୍ଷେରୁ ଅଢ଼େଇଲକ୍ଷ ଭୋଟରେ ହାରିବେ।''

Advertisment
Bjp BjD Suresh Pujari Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe