ପାଠଶାଳାକୁ ନେଇ କେଁ | Odisha Reporter
Advertisment
ବିଧାନସଭାରେ ନୂଆ ବିଧାୟକଙ୍କ ପାଠଶାଳାକୁ ନେଇ କେଁ । ଆସନ୍ତା 17 ଓ 18 ଦୁଇ ଦିନ ଧରି ବିଧାନସଭାରେ ବସିବାକୁ ଯାଉଛି ନବ ନିର୍ବାଚିତ ବିଧାୟକଙ୍କ ତାଲିମ୍ କର୍ମଶାଳା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଓ କିରଣ ରିଜ୍ଜୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ତେଜିଛି ରାଜନୀତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us