Advertisment

ବାରବାଟୀକୁ ନେଇ ଭଣ୍ଡେଇ ଦେଲା ବିଜେଡି !

କଟକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କାର୍ଯ୍ୟ ପାଇଁ ସରକାରଙ୍କ କୈାଣସି ଯୋଜନା ନଥିବା ରାଜ୍ୟ କ୍ରିଡ଼ା ମନ୍ତ୍ରୀ ସ୍ପଷ୍ଟ କରିବା ପରେ ତତ୍କାଳୀନ ସରକାରଙ୍କ ପୋଲ ଖୋଲିଛି।

Advertisment

ବ୍ୟୟବରାଦ ନାହିଁ କି ଡିପିଆର ନାହିଁ। ନବୀକରଣ ପାଇଁ କାହା ସହ ଚୁକ୍ତି ବି ହୋଇ ନାହିଁ। ହେଲେ ଶିଳାନ୍ୟାଶ ହୋଇଗଲା ତା ସାଙ୍ଗକୁ 700 କୋଟି ଟଙ୍କାର ବ୍ୟୟବରାଦ ସହ ରୂପରେଖ ବି ପ୍ରସ୍ତୁତ ହୋଇଗଲା। କଟକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କାର୍ଯ୍ୟ ପାଇଁ ସରକାରଙ୍କ କୈାଣସି ଯୋଜନା ନଥିବା ରାଜ୍ୟ କ୍ରିଡ଼ା ମନ୍ତ୍ରୀ ସ୍ପଷ୍ଟ କରିବା ପରେ ତତ୍କାଳୀନ ସରକାରଙ୍କ ପୋଲ ଖୋଲିଛି।

Advertisment
Barabati Stadium Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe