Advertisment

ହାରିବା ଭୟରେ ରକ୍ତମୁଖା ବିଜେଡି !

ଶାନ୍ତି ପ୍ରିୟ ଓଡ଼ିଶାରେ ନିର୍ବାଚନୀ ହିଂସାର ମାତ୍ରା ବଢିବାରେ ଲାଗିଛି। ଚାନ୍ଦବାଲିରୁ ଚିକିଟି, ଖଲ୍ଲିକୋଟରୁ ଛେଣ୍ଡିପଦା ସବୁଠି ଏବେ ରକ୍ତମୁଖା ବିଜେଡି।

author-image
Manoj Swain

ଶାନ୍ତି ପ୍ରିୟ ଓଡ଼ିଶାରେ ନିର୍ବାଚନୀ ହିଂସାର ମାତ୍ରା ବଢିବାରେ ଲାଗିଛି। ଚାନ୍ଦବାଲିରୁ ଚିକିଟି, ଖଲ୍ଲିକୋଟରୁ ଛେଣ୍ଡିପଦା ସବୁଠି ଏବେ ରକ୍ତମୁଖା ବିଜେଡି। ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଘଣ୍ଟେଶ୍ବର ଜୋନରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ଆକ୍ରମଣ ବେଳର ଦୃଶ୍ୟ। ଗାଡ଼ିରେ ବିଜେପି ପତାକା ଦେଖି ତୋଟାପଡ଼ା ଛକରେ ଅତର୍କିତ ଆକ୍ରମଣ କରିଥିଲେ ବିଜେଡି କର୍ମୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Political Violence