Advertisment

ବିଜେପିକୁ ଭୋଟ୍ ଦେବାରୁ ପରିଶ୍ରା ପିଆଇଦେଲେ !

ବିଜେପିକୁ ଭୋଟ୍ ଦେବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଆସିଲା ରାୟ। ଗାଁରୁ ନିଆଁପାଣି ବାସନ୍ଦ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ।

author-image
Manoj Swain

ରାଜନୀତି ପାଇଁ କେତେ ତଳ ସ୍ତରକୁ ଯାଇପାରେ ମଣିଷ । ଦଳୀୟ ପାତରଅନ୍ତର ପାଇଁ ହିତାହିତ ଜ୍ଞାନ ହରାଇ ବସୁଛି ମଣିଷ । ଗାଁର ଏକ ପରିବାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅର୍ଥାତ ବିଜେପିକୁ ଭୋଟ୍ ଦେବାରୁ ଖପ୍ପା ଗ୍ରାମବାସୀ । ବସିଲା କଙ୍ଗାରୁ କୋର୍ଟ, ଆସିଲା ରାୟ । ଗାଁରୁ ନିଆଁପାଣି ବାସନ୍ଦ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ganjam Political Violence