ପ୍ରଚାରକୁ ଯାଇ ବିରୋଧର ସମ୍ମୁଖୀନ ହେଲେ ଏହି ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋରଦାର ହେଉଛି। ପ୍ରାର୍ଥୀମାନେ ପ୍ରତିଶ୍ରୁତିର ବର୍ଷାରେ ଭିଜେଇ ଦେଉଛନ୍ତି ଭୋଟରଙ୍କୁ। କାରଣ ପ୍ରତିଶ୍ରୁତି ଦେବାକୁ ତ ପଇସା ଖର୍ଚ୍ଚ କରିବାକୁ ପଡ଼ୁନି ନା ! ତେବେ ଏମିତି ଭାବୁଥିବା ନେତାଙ୍କୁ ଏଣିକି ସାବଧାନ ରହିବା ପାଇଁ ପଡିବ। କାରଣ ଏଣିକି ପ୍ରତିଶ୍ରୁତି ଦେଇ ନ ରଖିଲେ ହଟହଟା ହେବାକୁ ପଡ଼ିବ। ୫ ବର୍ଷରେ ଥରେ ହେଲେ ତ ଭୋଟରଙ୍କ ପାଖକୁ ଆସିବାକୁ ପଡ଼ିବ ନା […]

boi

boi

Minati Mishra
  • Published: Monday, 15 April 2019
  • Updated: 15 April 2019, 03:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋରଦାର ହେଉଛି। ପ୍ରାର୍ଥୀମାନେ ପ୍ରତିଶ୍ରୁତିର ବର୍ଷାରେ ଭିଜେଇ ଦେଉଛନ୍ତି ଭୋଟରଙ୍କୁ। କାରଣ ପ୍ରତିଶ୍ରୁତି ଦେବାକୁ ତ ପଇସା ଖର୍ଚ୍ଚ କରିବାକୁ ପଡ଼ୁନି ନା !

ତେବେ ଏମିତି ଭାବୁଥିବା ନେତାଙ୍କୁ ଏଣିକି ସାବଧାନ ରହିବା ପାଇଁ ପଡିବ। କାରଣ ଏଣିକି ପ୍ରତିଶ୍ରୁତି ଦେଇ ନ ରଖିଲେ ହଟହଟା ହେବାକୁ ପଡ଼ିବ। ୫ ବର୍ଷରେ ଥରେ ହେଲେ ତ ଭୋଟରଙ୍କ ପାଖକୁ ଆସିବାକୁ ପଡ଼ିବ ନା ! ଯେମିତି ହଟ୍ଟହଟା ହେଇଛନ୍ତି ଏଇ ବିଜେଡି ନେତାଏ ।

କିଛି ନେତା ୨୦୧୪ ନିର୍ବାଚନ ବେଳେ ଅଞ୍ଚଳବାସୀଙ୍କୁ ଅନେକ ପ୍ରତଶ୍ରୁତି ଦେଇଥିଲେ। ଆଉ ଭୋଟର ତାଙ୍କୁ ଭରସା କରି ଜିତାଇଲେ। ଗୋଟିଏ ଟର୍ମ ସରିଗଲା ହେଲେ ସେମାନଙ୍କର ପ୍ରତିଶ୍ରୁତି ପାଣିର ଗାର ହୋଇଗଲା। ୨୦୧୯ରେ ପୁଣି ସେମାନେ ଆସିଲେ ଭୋଟରଙ୍କ ପାଖକୁ। ସେମାନେ ସିନା ଭୁଲି ଯାଇଥିଲେ ନିଜ ପ୍ରତିଶ୍ରୁତି...ହେଲେ ଭୋଟର ମନେ ରଖିଥିଲେ।  ଏଥର ମନେ ପକାଇଦେଲେ ସେଇ ପ୍ରତିଶ୍ରୁତିକୁ। ଏମିତି ପରିସ୍ଥିତିକୁ ସାମ୍ନା କରିଥିବା ନେତାମାନେ ହେଲେ ବିଜେଡିର ପଦ୍ମନାଭ ବେହେରା, ଟୁକୁନି ସାହୁ, ନିରଞ୍ଜନ ପୂଜାରୀଙ୍କ ଏବଂ  କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା।  ପ୍ରଚାରରେ ଯାଇଥିଲେ ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଳମୁଠି ଗାଁକୁ। ହେଲେ ଘେରିଗଲେ ଗ୍ରାମବାସୀ। ପ୍ରଶ୍ନବାଣରେ ଘାଇଲା କରିଥିଲେ। ପାଣି ସମସ୍ୟାକୁ ନେଇ ପଦ୍ମନାଭଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା।

ବିଜେଡିର ଗଡ ବିରମହାରାଜାପୁର ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି କବ୍ଜାରେ ରହିଛି। ପଦ୍ମନାଭ ବେହେରା ନିଜେ ମଧ୍ୟ ୨୦୦୯ରୁ ଏଠାରେ ବିଧାୟକ ରହି ଆସିଛନ୍ତି। ହେଲେ ଏଠାରେ ପାଣି ସମସ୍ୟାର ସମାଧାନ ହୋଇ ପାରିନାହିଁ। ବିନିକା ସ୍ଥିତ ଚୋକିଜୋର ଚେକ୍‌ ଡ୍ୟାମ୍‌ରେ ପାଣି ନ ଥିବାରୁ ଡ୍ୟାମ୍‌ ଶୁଖିଲା ପଡିଛିI ଶହ ଶହ ପମ୍ପ ଅଚଳ ହୋଇ ପଡ଼ିଛି। ପାଣି ଅଭାବରୁ ପ୍ରାୟ ହଜାର ହଜାର ଏକର ଚାଷ ଜମିର ମାଟି ଫାଟି ଆଁ କଲାଣି I ଏହି ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଆଜି ପଦ୍ମନାଭ ପ୍ରଚାରରେ ଏହି ଗାଁକୁ ଆସିଥିବ ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇ ବିରୋଧ କରିଛନ୍ତି।

ସେହିପରି ବିଜେଡି ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କୁ ଥରେ ନୁହେଁ, ଦୁଇ ଦୁଇ ଥର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଥରେ ଟିଟିଲାଗଡ଼ର ଶିଭ୍ରଟାପଡ଼ା ଏବଂ ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି।

ବିଜେଡି ଟିକେଟ୍‌ରେ ଟିଟିଲାଗଡରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ମଧ୍ୟ ଆଜି ଏମିତି ବିରୋଧର ସମ୍ମୁଖୀନ ହୋଇଥିଲେ। ଟୁକୁନି ସାହୁ ୨୦୧୪ରେ ମଧ୍ୟ ଏହି ଆସନରୁ ଜିତି ଥିଲେ। ହେଲେ ଭୋଟରଙ୍କ ଅଭିଯୋଗ ଯେ, ସେ ଦେଇଥିବା ପ୍ରତିଶ୍ରୁତି ଏ ଯାଏ ପୂରଣ କରି ପାରି ନାହାନ୍ତି।

ଟୁକୁନି ସାହୁ ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ବିକାଶ ହୋଇନି ବୋଲି ସେମାନେ ଅଭିଯୋଗ କରିଥିଲେ। ‘ବିଜେଡି ଗୋ ବ୍ୟାକ୍‌’, ‘ଟୁକୁନି ସାହୁ ମୁର୍ଦ୍ଦାବାଦ୍‌’ କହି ସେମାନେ ନାରାବାଜି ବି କରିଥିଲେ। ଲୋକେ ଟୁକୁନି ସାହୁଙ୍କୁ ୫ ବର୍ଷର ହିସାବ ମାଗି ଏକ ପ୍ରକାର ଅଟକ ରଖି ଦେଇଥିଲେ। ପରିସ୍ଥିତି ଏମିତି ହେଲା ଯେ ଶେଷରେ ପୁଲିସ୍ ଆସି ବିଧାୟିକାଙ୍କୁ ଉଦ୍ଧାର କରିଥିଲା।

ସେହିପରି ଶୁଭ୍ରଟାପଡ଼ାରେ ମଧ୍ୟ ଟୁକୁନି ସାହୁ ହଟହଟା ହେବାର ଭିଡିଓ ଭାଇରାଲ୍ ହୋଇଥିଲା। ସେଠାରେ ବି ଲୋକେ ତାଙ୍କୁ ଘେରି ଯାଇ ୫ ବର୍ଷର ହିସାବ ମାଗିଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ସହିତ ପଡ଼ାରେ ପୂରାଇ ଦେବେନି ବୋଲି କହିଥିଲେ।

ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଲୋକେ ବିରୋଧ କରିଛନ୍ତି। ଥରେ ନୁହେଁ, ଦୁଇ ଥର। କୁଟାସିରା ଗାଁକୁ ନିର୍ବାଚନ ପ୍ରଚାର କରିବା ସମୟରେ ମିଛ ବିକାଶର ଡିଣ୍ଡିମ ପିଟୁଥିବା କହି ତାଙ୍କୁ  ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିଦେବା କି ବୋଲି ପ୍ରଶ୍ନ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା।

ସେହିପରି ଡୁଙ୍ଗୁରିପାଲିର କର୍ଲାଜୁରୀରେ ସଭା କରୁଥିବାବେଳେ ମଧ୍ୟ ମନ୍ତ୍ରୀଙ୍କୁ ଭୋଟର୍ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମନ୍ତ୍ରୀ ଭୋଟରଙ୍କୁ ଧମକାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା।

ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ। ଏପ୍ରଲ ୧୧ ତାରିଖରେ ଏଠାରେ ମତଦାନ ସରି ଯାଇଛି । ସେ ସମୟରେ ପୁଷ୍ପେନ୍ଦ୍ର ନିର୍ବାଚନୀ ପ୍ରଚାରରେ ଯାଇଥିବାବେଳେ ତାଙ୍କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

କୋକସରା କାଉଡଲା ଗାଁରେ ପୁଷ୍ପେନ୍ଦ୍ର ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ନେଇ ଲୋକମାନେ ଏଥିରେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ।

କାଉଡ଼ଲା ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏସବୁର ସମାଧାନ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରିଥିଲେ। ହେଲେ ଆଜି ଯାଏ ସମସ୍ୟାର ସମାଧାନ ହୋଇପାରିନି। ଲୋକଙ୍କ ପ୍ରଶ୍ନ ବାଣରେ ସେ ହଡ଼ବଡ଼େଇ ଯାଉଥିବା ଦେଖିବାକୁ ମିଳିଥିଲା।

ଖାଲି ଉପରୋକ୍ତ ନେତାମାନେ ନୁହଁନ୍ତି, ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରୀ ବିଧାୟକ ସଂଞ୍ଜୟ ଦାଶବର୍ମା ମଧ୍ୟ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇ ହଟହଟା ହୋଇଥିଲେ। ଚିଟ୍‌ଫଣ୍ଡ ମାମଲାରେ ଦାଶବର୍ମାଙ୍କ ସମ୍ପୃକ୍ତି ନେଇ ଜନତା ତାଙ୍କୁ ଘେରିଯାଇ ଚିଟ୍‌ଫଣ୍ଡ ଟଙ୍କା ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story