ମନୋଜଙ୍କୁ ମୋହରା ନାଁ କମେଇଲେ ନେତା | Odisha Reporter
ମୌକା ଖୋଜୁଥିବା ନେତା ମନୋଜ ଗଣ୍ଡଗୋଳରେ ନାଁ କମେଇଲେ ! ଦେଶ, ଜାତି କଥା ଚୁଲିକୁ ଯାଉ, ଲଢୁଆ ମାଟିର ଲଢୁଆ ନେତା ବୋଲି ଜଗତ ଜାଣୁ। ଚର୍ଚ୍ଚା ମୋହରା ହୋଇଗଲେ ମନୋଜ ଆଉ ନାଁ କମେଇଦେଲେ ନେତା । ପ୍ରଥମେ ନରସିଂହ କହିଲେ ଆବଶ୍ୟକ ପଡିଲେ ଓଡ଼ିଶା ଦିଫାଳ ହୋଇଯିବ । ମୌକା ଦେଖି ବିଜେପି ନେତା ଆଟକ କଲେ ବିଜେଡି ଉପରେ । ସେପଟେ ବିଜେଡି କଲା ପାଲଟା ଆକ୍ରମଣ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
