Advertisment

ମନୋଜଙ୍କ ଗଣ୍ଡଗୋଳରେ ନାଁ କମେଇଲେ ନେତା !

ମୌକା ଖୋଜୁଥିବା ନେତା ମନୋଜ ଗଣ୍ଡଗୋଳରେ ନାଁ କମେଇଲେ !

Advertisment

ମୌକା ଖୋଜୁଥିବା ନେତା ମନୋଜ ଗଣ୍ଡଗୋଳରେ ନାଁ କମେଇଲେ ! ଦେଶ, ଜାତି କଥା ଚୁଲିକୁ ଯାଉ, ଲଢୁଆ ମାଟିର ଲଢୁଆ ନେତା ବୋଲି ଜଗତ ଜାଣୁ। ଚର୍ଚ୍ଚା ମୋହରା ହୋଇଗଲେ ମନୋଜ ଆଉ ନାଁ କମେଇଦେଲେ ନେତା । ପ୍ରଥମେ ନରସିଂହ କହିଲେ ଆବଶ୍ୟକ ପଡିଲେ ଓଡ଼ିଶା ଦିଫାଳ ହୋଇଯିବ । ମୌକା ଦେଖି ବିଜେପି ନେତା ଆଟକ କଲେ ବିଜେଡି ଉପରେ । ସେପଟେ ବିଜେଡି କଲା ପାଲଟା ଆକ୍ରମଣ।

Advertisment
Odisha Politics Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe