Advertisment

ବଲାଙ୍ଗିରରେ ମୁହାଁମୁହିଁ ହେବେ ସମରେନ୍ଦ୍ର ମିଶ୍ର ଓ କଳିକେଶ ସିଂଦେଓ

ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ବିଜେଡି ପ୍ରାର୍ଥୀ କଳିକେଶ ସିଂଦେଓଙ୍କ ମଧ୍ୟରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ।

author-image
Manoj Swain

ତିନି ନୂଆ ମୁହଁଙ୍କ ଭିତରେ ହେବ ଜବରଦସ୍ତ ଲଢ଼େଇ ! ବାପାଙ୍କ ପରେ ପୁଅଙ୍କ କାନ୍ଧରେ ନିର୍ବାଚନମଣ୍ଡଳୀର ଦାୟିତ୍ବ, କଂଗ୍ରେସ ଓ ବିଜେଡିର ପୁରୁଣା ଯୋଦ୍ଧା କିନ୍ତୁ ମୈଦାନ ନୂଆ । ସମରେନ୍ଦ୍ର ଓ କଳିକେଶଙ୍କ ଫାଇଟ୍ ଭିତରେ ବାଜି ମାରିନେବେ କି ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Congress Balangir