ଯୋଦ୍ଧା ପୁରୁଣା କିନ୍ତୁ ମୈଦାନ ନୂଆ BJP ମାରିପାରେ ବାଜି !|Bolangir Assembly Constituency|Elections 2024| OR
Advertisment
ତିନି ନୂଆ ମୁହଁଙ୍କ ଭିତରେ ହେବ ଜବରଦସ୍ତ ଲଢ଼େଇ ! ବାପାଙ୍କ ପରେ ପୁଅଙ୍କ କାନ୍ଧରେ ନିର୍ବାଚନମଣ୍ଡଳୀର ଦାୟିତ୍ବ, କଂଗ୍ରେସ ଓ ବିଜେଡିର ପୁରୁଣା ଯୋଦ୍ଧା କିନ୍ତୁ ମୈଦାନ ନୂଆ । ସମରେନ୍ଦ୍ର ଓ କଳିକେଶଙ୍କ ଫାଇଟ୍ ଭିତରେ ବାଜି ମାରିନେବେ କି ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us