ନେତାଙ୍କୁ ନେଇ ସରଗରମ୍‌ ବଲାଙ୍ଗିର ରାଜନୀତି

କାହିଁକି ଓ କଣ ପାଇଁ ବାଜିରେ ଲାଗିଛି ବଲାଙ୍ଗିର ? ନିଜର ଜୀବନଚର୍ଯ୍ୟା ବଖାଣି, ସମରେନ୍ଦ୍ର କହୁଛନ୍ତି, ମୁଁ ପକ୍କା ବଲାଙ୍ଗିରିଆ। ।

Manoj Swain
  • Published: Thursday, 14 March 2024
  • Updated: 14 March 2024, 01:03 PM IST

Sports

Latest News

କାହିଁକି ଓ କଣ ପାଇଁ ବାଜିରେ ଲାଗିଛି ବଲାଙ୍ଗିର ? ନିଜର ଜୀବନଚର୍ଯ୍ୟା ବଖାଣି, ସମରେନ୍ଦ୍ର କହୁଛନ୍ତି, ମୁଁ ପକ୍କା ବଲାଙ୍ଗିରିଆ। । ଠିକ ସେମିତି କାଉଣ୍ଟର କରି କଳିକେଶ କହୁଛନ୍ତି, ଆମର ବଲାଙ୍ଗିର, ସମସ୍ତେ ମିଶିକି ବିକାଶ କରିବା । ଏବେ ଆସନ୍ତୁ ପ୍ରଥମେ ନଜର ପକାଇବା ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଉପରେ । ନୂଆ ଭୋଟର ମାନଙ୍କୁ ଏକାଠି କରି ଯୁବ ସମ୍ବାଦ କାର୍ଯ୍ୟକ୍ରମ କରିଥିଲେ ସମରେନ୍ଦ୍ର। ସଭାରେ ଉପସ୍ଥିତ ସମସ୍ତେ ପକ୍କା ବଲାଙ୍ଗିରିଆର ଟିସାର୍ଟ ପିନ୍ଧିଥିଲେ । ଶହ ଶହ ସଂଖ୍ୟାରେ ଯୁବକ ଯୁବତୀଙ୍କ ମଝିରେ ସମରେନ୍ଦ୍ର ବଖାଣିଥିଲେ ନିଜର ଜୀବନଚର୍ଯ୍ୟା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos