ନେତାଙ୍କ ପଲିଟିକାଲ ୱାର… ବାଜିରେ ବଲାଙ୍ଗିର | Odisha Reporter
କାହିଁକି ଓ କଣ ପାଇଁ ବାଜିରେ ଲାଗିଛି ବଲାଙ୍ଗିର ? ନିଜର ଜୀବନଚର୍ଯ୍ୟା ବଖାଣି, ସମରେନ୍ଦ୍ର କହୁଛନ୍ତି, ମୁଁ ପକ୍କା ବଲାଙ୍ଗିରିଆ। । ଠିକ ସେମିତି କାଉଣ୍ଟର କରି କଳିକେଶ କହୁଛନ୍ତି, ଆମର ବଲାଙ୍ଗିର, ସମସ୍ତେ ମିଶିକି ବିକାଶ କରିବା । ଏବେ ଆସନ୍ତୁ ପ୍ରଥମେ ନଜର ପକାଇବା ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଉପରେ । ନୂଆ ଭୋଟର ମାନଙ୍କୁ ଏକାଠି କରି ଯୁବ ସମ୍ବାଦ କାର୍ଯ୍ୟକ୍ରମ କରିଥିଲେ ସମରେନ୍ଦ୍ର। ସଭାରେ ଉପସ୍ଥିତ ସମସ୍ତେ ପକ୍କା ବଲାଙ୍ଗିରିଆର ଟିସାର୍ଟ ପିନ୍ଧିଥିଲେ । ଶହ ଶହ ସଂଖ୍ୟାରେ ଯୁବକ ଯୁବତୀଙ୍କ ମଝିରେ ସମରେନ୍ଦ୍ର ବଖାଣିଥିଲେ ନିଜର ଜୀବନଚର୍ଯ୍ୟା । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us