Advertisment

ସରଗରମ୍‌ ବଲାଙ୍ଗିର ରାଜନୀତି; ପୁଅ ପାଇଁ ଗଡ଼ ସଜାଡୁଛନ୍ତି ବାପା

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।

Advertisment

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ତେବେ ଏଠି ପ୍ରଶ୍ନ ଉଠୁଛି, ନୂଆ ପିଢିଙ୍କୁ କେତେ ଗ୍ରହଣ କରିବେ ଜନତା? ବାପାଙ୍କ ପତିଆରା ବଜାୟ ରଖିବାକୁ ସକ୍ଷମ ହେବେ ତ ପୁଅମାନେ? ଏବେ ବଲାଙ୍ଗିର ରାଜନୀତିରେ ବାପାଙ୍କ ପରେ ପୁଅ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress BjD Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe