Advertisment

ତେଜିଲା ପାରାଦୀପ ବିଜେଡି କଳି

ବୈଠକକୁ ଡକାହେଲାନି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ବରଂ ବୈଠକରେ ସମ୍ବିତଙ୍କୁ ଦଳୀୟ ନେତା ଓ କର୍ମୀ ଶାଣିତ ଆକ୍ରମଣ କରିଛନ୍ତି।

author-image
Manoj Swain

ଚରମ ସୀମାରେ ପାରାଦୀପ ବିଜେଡି କଳି। ଜଳ ଜଳ ଦେଖାଯାଉଛି ଦଳରେ ଫାଟ । ପାରାଦୀପ ରାଜନୀତିକୁ ସରଗରମ କରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ। ସାଙ୍ଗଠନିକ ବୈଠକକୁ ଡକାହେଲାନି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ବରଂ ବୈଠକରେ ସମ୍ବିତଙ୍କୁ ଦଳୀୟ ନେତା ଓ କର୍ମୀ ଶାଣିତ ଆକ୍ରମଣ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Paradip