ବାପିଙ୍କ ଢୋଲର ବଡ଼ ମୂଷା ବାପି ! || Sambit Routray || BJD || Paradeep || Odisha Reporter
Advertisment
ଚରମ ସୀମାରେ ପାରାଦୀପ ବିଜେଡି କଳି। ଜଳ ଜଳ ଦେଖାଯାଉଛି ଦଳରେ ଫାଟ । ପାରାଦୀପ ରାଜନୀତିକୁ ସରଗରମ କରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ। ସାଙ୍ଗଠନିକ ବୈଠକକୁ ଡକାହେଲାନି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ବରଂ ବୈଠକରେ ସମ୍ବିତଙ୍କୁ ଦଳୀୟ ନେତା ଓ କର୍ମୀ ଶାଣିତ ଆକ୍ରମଣ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us