'ହେଲିକପ୍ଟରରେ ଉଡୁଛନ୍ତି, ବୁଲିବୁଲି ଭୋଜି ଖାଉଛନ୍ତି'

୧୪ ମେ’ରେ ବିଧାୟକ ମୁକେଶ ପାଲଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ୨୮ ଜୁନରେ ତାଳଚେର ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ 5-ଟି ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ?

Manoj Swain
  • Published: Sunday, 03 September 2023
  • Updated: 03 September 2023, 01:45 PM IST

Sports

Latest News

5ଟି ସଚିବଙ୍କ ହେଲିକପ୍ଟର ବୁଲାକୁ ନେଇ ଆସିଲା ସାଂଘାତିକ ତଥ୍ୟ । ୧୪ ମେ’ରେ ବିଧାୟକ ମୁକେଶ ପାଲଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ୨୮ ଜୁନରେ ତାଳଚେର ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ? ପୁରା ଗସ୍ତର ତଥ୍ୟ ଦେଖାଇ ପୋଲ୍ ଖୋଲିଲା ବିଜେପି । ସରକାରୀ ଅର୍ଥକୁ ବେଆଇନ ଭାବେ ଖର୍ଚ୍ଚ ହେଉଥିବା ଦଳର ଅଭିଯୋଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos