Advertisment

'ହେଲିକପ୍ଟରରେ ଉଡୁଛନ୍ତି, ବୁଲିବୁଲି ଭୋଜି ଖାଉଛନ୍ତି'

୧୪ ମେ’ରେ ବିଧାୟକ ମୁକେଶ ପାଲଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ୨୮ ଜୁନରେ ତାଳଚେର ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ 5-ଟି ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ?

Advertisment

5ଟି ସଚିବଙ୍କ ହେଲିକପ୍ଟର ବୁଲାକୁ ନେଇ ଆସିଲା ସାଂଘାତିକ ତଥ୍ୟ । ୧୪ ମେ’ରେ ବିଧାୟକ ମୁକେଶ ପାଲଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ୨୮ ଜୁନରେ ତାଳଚେର ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ? ପୁରା ଗସ୍ତର ତଥ୍ୟ ଦେଖାଇ ପୋଲ୍ ଖୋଲିଲା ବିଜେପି । ସରକାରୀ ଅର୍ଥକୁ ବେଆଇନ ଭାବେ ଖର୍ଚ୍ଚ ହେଉଥିବା ଦଳର ଅଭିଯୋଗ ।

Advertisment
Bjp Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe