ଝାରସୁଗୁଡ଼ା ଜିଲ୍ଲା ତଳବିରା କୋଇଲା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନ ନେଇ ପରୋକ୍ଷରେ ବର୍ତ୍ତମାନର ବିରୋଧୀଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।
ଟଙ୍କଧର କହିଛନ୍ତି, ଯେଉଁମାନେ ନିଜର ନିର୍ମଳ ଭାବମୂର୍ତ୍ତିର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ସେପଟେ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା କହିଛନ୍ତି, ହିଣ୍ଡାଲକୋ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେଉ। ସେ ବିରୋଧୀଦଳ ନେତା ହୁଅନ୍ତୁକି ଆଉ କିଏ ଯିଏ ଦୋଷୀ ସେ ଦଣ୍ଡିତ ହେବା ଦରକାର।
Also Read
ଜବାବରେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛି, ୨୪ ବର୍ଷ ଶାସନ କାଳରେ ନବୀନ ତାଙ୍କ ସ୍ୱଚ୍ଛତାକୁ ପ୍ରତିପାଦିତ କରି ଆସିଛନ୍ତି। ବିଜେଡି ସରକାର ସମୟରେ କୌଣସି ଦୁର୍ନୀତି ହୋଇନଥିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗଡ଼ ରକ୍ଷା ପାଇଁ ଆମଦାନୀ ନେତାଙ୍କୁ ଭେଟିଲେ ନବୀନ
ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି।
Politics
ତୁଟିଲା କି ଉମା-ସଞ୍ଜୟ କଳି ?
ଗତ ନିର୍ବାଚନବେଳେ ଆସନ ଅଦଳବଦଳ ନେଇ ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ?
Politics
ଭାରତ ପରିକଳ୍ପନାର ସୁରକ୍ଷାକାରୀ: ୟେଚୁରୀଙ୍କ ଦେହାନ୍ତରେ ରାଜନେତାଙ୍କ ଶୋକ
୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ୟେଚୁରୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଥାତ ୨୦୨୪ ମସିହା ୧୨ ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଛି।
Politics
ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା
ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି।
Politics
ଚାକିରି ପାଇଁ ଅଗ୍ନିବୀରଙ୍କୁ ଦେବାକୁ ପଡ଼ିବନି ଶାରୀରିକ ପରୀକ୍ଷା, ବିବାହିତା ଝିଅ ଓ ସାବତ ଝିଅଙ୍କୁ ବି ମିଳିବ ଅନୁକମ୍ପା ନିଯୁକ୍ତି
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ଜୁଲାଇ ୨୬ତାରିଖରେ ୟୁନିଫର୍ମ ସେବା ନିଯୁକ୍ତିରେ ଅଗ୍ନିବୀରଙ୍କୁ ନିର୍ଦ୍ଧାରିତ ବୟସସୀମାରେ ୫ବର୍ଷ କୋହଳ କରାଯିବ ବୋଲି ଘୋଷଣା କରିଥିଲେ । ମାତ୍ର ଆଜି କ୍ୟାବିନେଟରେ ଏହି ବୟସସୀମାକୁ ୩ବର୍ଷ ବୋଲି ଦର୍ଶାଯାଇଛି ।