ଫାଇଦା ନେଇଯିବା ଡରରେ କରିଦେଉଛନ୍ତି କି ? | Odisha Reporter
ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିରର କରିଡର ପ୍ରକଳ୍ପର ଲୋକାର୍ପଣ। ଜାନୁଆରୀ ୨୨ରେ ହେବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ସ୍ଥାପନ କାର୍ଯ୍ୟକ୍ରମ। ବିଜେପି କହିଲା ପ୍ରତିଯୋଗିତା ଓ କାର୍ବନ କପିରେ ନବୀନଙ୍କ ତୁଳନା ନାହିଁ । କଂଗ୍ରେସ କହିଲା ବିଜେଡି ଓ ବିଜେପି କରୁଛନ୍ତି ଧର୍ମକୁ ନେଇ ରାଜନୀତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
