Advertisment

ସଂପୂର୍ଣ୍ଣ ହୋଇନି ପରିକ୍ରମା ପ୍ରକଳ୍ପ, କାହିଁକି ତରତର ହେଉଛନ୍ତି ସରକାର

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିରର କରିଡ ପ୍ରକଳ୍ପର ଲୋକାର୍ପଣ।

Advertisment

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିରର କରିଡର ପ୍ରକଳ୍ପର ଲୋକାର୍ପଣ। ଜାନୁଆରୀ ୨୨ରେ ହେବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ସ୍ଥାପନ କାର୍ଯ୍ୟକ୍ରମ। ବିଜେପି କହିଲା ପ୍ରତିଯୋଗିତା ଓ କାର୍ବନ କପିରେ ନବୀନଙ୍କ ତୁଳନା ନାହିଁ । କଂଗ୍ରେସ କହିଲା ବିଜେଡି ଓ ବିଜେପି କରୁଛନ୍ତି ଧର୍ମକୁ ନେଇ ରାଜନୀତି । 

Advertisment
Puri Shreemandir Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe