ପଛୁଆ ଜିଲ୍ଳାରେ ପାୱାରଫୁଲ ନେତା | Odisha Reporter
Advertisment
24 ବର୍ଷର ସରକାର ସତ୍ତା ହରାଇଲା, ମୋହନ ସରକାର ଆରମ୍ଭ ହେଲା । ବଲାଙ୍ଗିର ଜିଲ୍ଲାରୁ ଏଥର ସରକାରରେ, ପାଓ୍ବାରଫୁଲ ନେତା । ଜଣେ ଉପ-ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟଜଣେ କ୍ୟାବିନେଟ ମନ୍ତ୍ରୀ । ପଛୁଆ ଜିଲ୍ଲାକୁ ଆଗୁଆ କରିବାକୁ ସଂକଳ୍ପ ନେଇଛନ୍ତି ମୋହନ ସରକାର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us