ପାର୍ଟିରେ ଥିଲେ ବିକାଶ ପୁରୁଷ, ପଳେଇଲେ ସବୁ ଖରାପ | Odisha Reporter
Advertisment
ନିଜ ଦଳର ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଗୋହି ଖୋଳୁଛନ୍ତି ବର୍ତ୍ତମାନର ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ। ପ୍ରଦୀପ କହିଲେ, ଡମ୍ବରୁ ଶିଶା ବିଧାୟକ ଥିବାବେଳେ ଆପଣମାନଙ୍କ ପାଇଁ କଣ କରିଛନ୍ତି, ଆପଣ କୁହନ୍ତୁ। ଆପଣମାନଙ୍କ ପାଇଁ ସେ କେଉଁ ସେବା କରିଛନ୍ତି, ଆପଣମାନଙ୍କ ପାଇଁ ବିଧାନସଭାରେ କେତେ ପ୍ରଶ୍ନ ଉଠାଇଛନ୍ତି ? ସେ ଆପଣଙ୍କୁ ପ୍ରତାରଣା କଲେ। ହେଲେ ଡମ୍ବରୁ ବାବୁଙ୍କ ଏ ସମସ୍ୟା ବୋଧେ ପ୍ରଦୀପଙ୍କୁ ଦେଖାଗଲା, ସେ ଦଳ ଛାଡି ବିଜେପିର ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ହେବା ପରେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us