Podcast With BJP MP Pradeep Panigrahi | BJP MP | Leader | Berhampur | OR
ଆସୁଛି ଓଡ଼ିଆ ନୂଆ ବର୍ଷ, ତା ପୂର୍ବରୁ ନବୀନଙ୍କ ପାଞ୍ଜି ଖୋଲିଦେଲେ ଭାଇନା। କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା। ନବୀନ କେମିତି ନିଜ ଶତ୍ରୁଙ୍କ ସହ ବ୍ୟବହାର କରନ୍ତି ? କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ? ଏବେ ଗୋଟିଏ ପରେ ଗୋଟିଏ ମାମଲାରୁ ଖଲାସ ହେବା ପରେ ଗୁମର ଖୋଲୁଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
