ଆସୁଛି ଓଡ଼ିଆ ନୂଆ ବର୍ଷ, ତା ପୂର୍ବରୁ ନବୀନଙ୍କ ପାଞ୍ଜି ଖୋଲିଦେଲେ ଭାଇନା। କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା। ନବୀନ କେମିତି ନିଜ ଶତ୍ରୁଙ୍କ ସହ ବ୍ୟବହାର କରନ୍ତି ? କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ? ଏବେ ଗୋଟିଏ ପରେ ଗୋଟିଏ ମାମଲାରୁ ଖଲାସ ହେବା ପରେ ଗୁମର ଖୋଲୁଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।