Advertisment

ଫାଇଭ-ଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ପ୍ରଦୀପ ପାଣିଗ୍ରାହୀ

ଫାଇଭ-ଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ୱେବସାଇଟରେ ଫାଇଭ-ଟି ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ।

author-image
Manoj Swain

5-Tକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ୱେବସାଇଟରେ ଫାଇଭ-ଟି ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଫାଇଭ-ଟି ଭ୍ରଷ୍ଟାଚାରର ସର୍ବାଧିକ ସ୍ଥାନ ନେଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠକେଇ କରାଯାଇଛି ବୋଲି ସେ କହିଛନ୍ତି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
BjD Pradeep Panigrahi Odisha