5-Tକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ୱେବସାଇଟରେ ଫାଇଭ-ଟି ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଫାଇଭ-ଟି ଭ୍ରଷ୍ଟାଚାରର ସର୍ବାଧିକ ସ୍ଥାନ ନେଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠକେଇ କରାଯାଇଛି ବୋଲି ସେ କହିଛନ୍ତି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।