‘ମୁଁ ଯିବି ମୋତେ କିଏ ରୋକିବ ରଖ’ | Odisha Reporter
୨୪ ତାରିଖରେ 5T ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ସେ କହିଛନ୍ତି, ମୁଁ ଜଣେ ନିର୍ବାଚିତ ପ୍ରତିନିଧି, ମୁଁ 5T କାର୍ଯ୍ୟକ୍ରମକୁ ଯିବି, ମୋତେ କେହି ରୋକି ପାରିବେ ନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
