Advertisment

'ମୁଁ କାର୍ଯ୍ୟକ୍ରମକୁ ଯିବି, ମୋତେ କେହି ରୋକି ପାରିବେ ନାହିଁ'

'ମୁଁ 5T କାର୍ଯ୍ୟକ୍ରମକୁ ଯିବି ମୋତେ କେହି ରୋକି ପାରିବେ ନାହିଁ' କିଛି ଏହଳି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ।

ଅଦ୍ୟତନ ହୋଇଛି
Advertisment

୨୪ ତାରିଖରେ 5T ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ସେ କହିଛନ୍ତି, ମୁଁ ଜଣେ ନିର୍ବାଚିତ ପ୍ରତିନିଧି, ମୁଁ 5T କାର୍ଯ୍ୟକ୍ରମକୁ ଯିବି, ମୋତେ କେହି ରୋକି ପାରିବେ ନାହିଁ ।

Advertisment
Odisha Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe