‘ସୌମ୍ୟବାବୁ ହଲଚଲ କରିଦେବେ’ | Odisha Reporter
କ୍ୟାମେରା ଆଗକୁ ଆସୁଛନ୍ତି ଆଉ ଧୋଇ ଦେଉଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନକୁ ଆସିଲେ, ଆଉ ବାଣ ମାରି କଥାରେ କଥାରେ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତ ପ୍ରହାର । ସରକାରୀ କଳ ଉପରେ ସିଧାସିଧା ନହେଲେ ବି ତେରଛା ବାଣ ମାରିଛନ୍ତି । ଓଡ଼ିଶାରେ ବାଚସ୍ପତି ନିର୍ବାଚନଠୁ ନେଇ ପୂରା ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡା କଲେ ପ୍ରଦୀପ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
