Advertisment

‘ସୌମ୍ୟବାବୁ ହଲଚଲ କରିଦେବେ’

କ୍ୟାମେରା ଆଗକୁ ଆସୁଛନ୍ତି ଆଉ ଧୋଇ ଦେଉଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନକୁ ଆସିଲେ, ଆଉ ବାଣ ମାରି କଥାରେ କଥାରେ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତ ପ୍ରହାର ।

Advertisment

କ୍ୟାମେରା ଆଗକୁ ଆସୁଛନ୍ତି ଆଉ ଧୋଇ ଦେଉଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନକୁ ଆସିଲେ, ଆଉ ବାଣ ମାରି କଥାରେ କଥାରେ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତ ପ୍ରହାର । ସରକାରୀ କଳ ଉପରେ ସିଧାସିଧା ନହେଲେ ବି ତେରଛା ବାଣ ମାରିଛନ୍ତି । ଓଡ଼ିଶାରେ ବାଚସ୍ପତି ନିର୍ବାଚନଠୁ ନେଇ ପୂରା ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡା କଲେ ପ୍ରଦୀପ ।

Advertisment
Odisha BjD Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe