Advertisment

ପାଣ୍ଡିଆନ ଓ ପ୍ରଦୀପଙ୍କ ଭିତରେ ଚାଲିଛି ଛକାପଞ୍ଝା ରାଜନୀତି

ଭିକେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।

author-image
Manoj Swain

ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରଚାର। ବ୍ରହ୍ମପୁର ରାଜନୀତିରେ ଚାଲିଛି ଜୋରଦାର କାଉଣ୍ଟର ଆଟାକ। ଭିକେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ଚିକିଟିରେ ପ୍ରଚାର ବେଳେ ପ୍ରଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ ପାଣ୍ଡିଆନ। ଯାହା ପରେ ଏବେ ପ୍ରଦୀପ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian BjD Pradeep Panigrahi Odisha