ଆଜି ପ୍ରଦୀପଙ୍କ ଟୋଟାଲ ଆକ୍ରମଣ | Odisha Reporter
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, "ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି। 17 ରୁ 22 ମସିହା ମଧ୍ୟରେ ବିଜେଡି ଖାତାରେ 622 କୋଟି ଟଙ୍କା ଜମା ହୋଇଛି। ଓଡ଼ିଶା ଏକ ଗରିବ ରାଜ୍ୟ ପରେ ବି ଏତେ ଟଙ୍କା ଆସୁଛି କୁଆଡୁ। ଆଗରୁ ଏତେ ଟଙ୍କା ଆସୁ ନ ଥିଲା, ଏବେ କେମିତି ଆସୁଛି।" ତେବେ ଦୁଇ ଦିନ ତଳେ ବ୍ରହ୍ମପୁରଠାରେ ବିଜେଡି ପ୍ରେସମିଟ୍ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କରିଥିଲେ ଟାର୍ଗେଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
