Advertisment

'ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି'

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, "ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି। 17 ରୁ 22 ମସିହା ମଧ୍ୟରେ ବିଜେଡି ଖାତାରେ 622 କୋଟି ଟଙ୍କା ଜମା ହୋଇଛି।''

ଅଦ୍ୟତନ ହୋଇଛି
Advertisment

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, "ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି। 17 ରୁ 22 ମସିହା ମଧ୍ୟରେ ବିଜେଡି ଖାତାରେ 622 କୋଟି ଟଙ୍କା ଜମା ହୋଇଛି। ଓଡ଼ିଶା ଏକ ଗରିବ ରାଜ୍ୟ ପରେ ବି ଏତେ ଟଙ୍କା ଆସୁଛି କୁଆଡୁ। ଆଗରୁ ଏତେ ଟଙ୍କା ଆସୁ ନ ଥିଲା, ଏବେ କେମିତି ଆସୁଛି।" ତେବେ ଦୁଇ ଦିନ ତଳେ ବ୍ରହ୍ମପୁରଠାରେ ବିଜେଡି ପ୍ରେସମିଟ୍ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କରିଥିଲେ ଟାର୍ଗେଟ ।

Advertisment
BjD Pradeep Panigrahi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe