ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ପ୍ରଦୀପଙ୍କ ଆହ୍ୱାନ | Odisha Reporter
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କଲେ। କହିଲେ, 'ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି। ଆପଣଙ୍କ ଟିମ ସହ ଖୋଲାଖୋଲି ବିତର୍କ କରିବାକୁ ଚାହୁଁଛି । ମୋ ନାଁ ରେ କଣ ଅଭିଯୋଗ ଅଛି ତାହା ସମ୍ନାସାମ୍ନି ଆଲୋଚନା ହେଉ।' କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
