Advertisment

'ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ମୂଳ'

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। ସିଧା ମୁଖ୍ୟମନ୍ତ୍ରୀ ଅଫିସକୁ ନିଶାନା କଲେ।

Advertisment

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କଲେ। କହିଲେ, 'ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି। ଆପଣଙ୍କ ଟିମ ସହ ଖୋଲାଖୋଲି ବିତର୍କ କରିବାକୁ ଚାହୁଁଛି । ମୋ ନାଁ ରେ କଣ ଅଭିଯୋଗ ଅଛି ତାହା ସମ୍ନାସାମ୍ନି ଆଲୋଚନା ହେଉ।' କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। 

Advertisment
Naveen Patnaik BjD Pradeep Panigrahi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe