‘ହିଞ୍ଜିଳିର ଗାଁ ନାଁ କହିପାରିବେ ତ ମୁଖ୍ୟମନ୍ତ୍ରୀ ?’

ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, ହିସାବ ରଖିଛନ୍ତି ତ ମୁଖ୍ୟମନ୍ତ୍ରୀ, ନିଜ ନିର୍ବାଚନମଣ୍ଡଳୀରୁ କେତେ ଯାଉଛନ୍ତି ଦାଦନ ?

Manoj Swain
  • Published: Wednesday, 01 May 2024
  • Updated: 01 May 2024, 01:44 PM IST

Sports

Latest News

ବ୍ରହ୍ମପୁରରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, ହିସାବ ରଖିଛନ୍ତି ତ ମୁଖ୍ୟମନ୍ତ୍ରୀ, ନିଜ ନିର୍ବାଚନମଣ୍ଡଳୀରୁ କେତେ ଯାଉଛନ୍ତି ଦାଦନ ? ହିଞ୍ଜିଳି ନିର୍ବାଚନମଣ୍ଡଳୀର ଗାଁ ନାଁ କହିପାରିବେ ତ ନବୀନ ? ପ୍ରଦୀପ ଆହୁରି କହିଛନ୍ତି, ଶଙ୍ଖ ଡୁବିବ, ପଦ୍ମ ଫୁଟିବ, ଲେଖା ଛିଡ଼ିବ ଓ ଡବଲ ଇଞ୍ଜିନ ସରକାର ହେବ । ବିଧାୟକ ଶ୍ରୀକାନ୍ତ ସାହୁ କହିଲେ, ଏଥର କାମ ଦେବ ନବୀନ ଗ୍ୟାରେଣ୍ଟି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପାଥେୟ କରି ନିର୍ବାଚନ ଲଢ଼ିବେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos