ବ୍ରହ୍ମପୁରରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, ହିସାବ ରଖିଛନ୍ତି ତ ମୁଖ୍ୟମନ୍ତ୍ରୀ, ନିଜ ନିର୍ବାଚନମଣ୍ଡଳୀରୁ କେତେ ଯାଉଛନ୍ତି ଦାଦନ ? ହିଞ୍ଜିଳି ନିର୍ବାଚନମଣ୍ଡଳୀର ଗାଁ ନାଁ କହିପାରିବେ ତ ନବୀନ ? ପ୍ରଦୀପ ଆହୁରି କହିଛନ୍ତି, ଶଙ୍ଖ ଡୁବିବ, ପଦ୍ମ ଫୁଟିବ, ଲେଖା ଛିଡ଼ିବ ଓ ଡବଲ ଇଞ୍ଜିନ ସରକାର ହେବ । ବିଧାୟକ ଶ୍ରୀକାନ୍ତ ସାହୁ କହିଲେ, ଏଥର କାମ ଦେବ ନବୀନ ଗ୍ୟାରେଣ୍ଟି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପାଥେୟ କରି ନିର୍ବାଚନ ଲଢ଼ିବେ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।