‘ହିଞ୍ଜିଳିର ଗାଁ ନାଁ କହିପାରିବେ ତ ନବୀନ’| Pradeep Panigrahi Targets Naveen Patnaik Over |Odisha Reporter
ବ୍ରହ୍ମପୁରରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, ହିସାବ ରଖିଛନ୍ତି ତ ମୁଖ୍ୟମନ୍ତ୍ରୀ, ନିଜ ନିର୍ବାଚନମଣ୍ଡଳୀରୁ କେତେ ଯାଉଛନ୍ତି ଦାଦନ ? ହିଞ୍ଜିଳି ନିର୍ବାଚନମଣ୍ଡଳୀର ଗାଁ ନାଁ କହିପାରିବେ ତ ନବୀନ ? ପ୍ରଦୀପ ଆହୁରି କହିଛନ୍ତି, ଶଙ୍ଖ ଡୁବିବ, ପଦ୍ମ ଫୁଟିବ, ଲେଖା ଛିଡ଼ିବ ଓ ଡବଲ ଇଞ୍ଜିନ ସରକାର ହେବ । ବିଧାୟକ ଶ୍ରୀକାନ୍ତ ସାହୁ କହିଲେ, ଏଥର କାମ ଦେବ ନବୀନ ଗ୍ୟାରେଣ୍ଟି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପାଥେୟ କରି ନିର୍ବାଚନ ଲଢ଼ିବେ। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us