ପ୍ରାର୍ଥୀ ତାଲିକାରେ ନାଁ, ସଂକଳ୍ପ ନେଲେ ପ୍ରଦୀପ | Odisha Reporter
Advertisment
ଆସିଲା ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ପ୍ରଦୀପ ପାଣିଗ୍ରାହୀ ଶୁଣନ୍ତୁ..
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us