‘ମୋଠୁ ଅଧିକ କାର୍ଯ୍ୟକର୍ତ୍ତା ଖୁସି ଅଛନ୍ତି’ | Odisha Reporter
Advertisment
ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ବରଗଡ଼ ପାଇଁ ପ୍ରଦୀପ ପୁରୋହିତଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ମୁଁ ପ୍ରାର୍ଥୀ ହେବା ପରେ କାର୍ଯ୍ୟକର୍ତ୍ତା ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବରଗଡ଼ ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us