Advertisment

ପ୍ରଦୀପଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନ

ପୂର୍ବତନ ସରକାର ବେଳେ ଜାଣିଶୁଣି ଚାପ ପକାଇ ହୋଇଥିଲା କି ମାମଲା?

author-image
Jitendra Garnayak

ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଫସାଇ ଦେଇଥିଲା କି ବିଜେଡି ସରକାର ? ପୂର୍ବତନ ସରକାର ବେଳେ ଜାଣିଶୁଣି ଚାପ ପକାଇ ହୋଇଥିଲା କି ମାମଲା? ବ୍ରହ୍ମପୁର ଜେଏମଏଫସି କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ପରେ ଏଭଳି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ । 

Advertisment
Pradeep Panigrahi