ଚକ୍ରବ୍ୟୁହରେ ଫସିଥିଲେ ପ୍ରଦୀପ, ପଛରେ ଥିଲେ ଜଣେ ବାବୁ ! | Odisha Reporter
Advertisment
ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଫସାଇ ଦେଇଥିଲା କି ବିଜେଡି ସରକାର ? ପୂର୍ବତନ ସରକାର ବେଳେ ଜାଣିଶୁଣି ଚାପ ପକାଇ ହୋଇଥିଲା କି ମାମଲା? ବ୍ରହ୍ମପୁର ଜେଏମଏଫସି କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ପରେ ଏଭଳି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us