Advertisment

ପ୍ରଦୀପଙ୍କ ପ୍ରଶ୍ନ, ମୋଦିଙ୍କ ଉତ୍ତର

ଶୁକ୍ରବାର ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ସାଂସଦଙ୍କ ସହିତ ଦୁଇରୁ ଅଢ଼େଇ ଘଣ୍ଟା ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

author-image
Jitendra Garnayak

ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଓ ଦଳର ସଂଗଠକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୋଦିଙ୍କୁ ପଚାରିଲେ, ଆପଣ ଏତେ ଚାପରେ କେମିତି କାମ କରନ୍ତି ? ପ୍ରଧାନମନ୍ତ୍ରୀ କ’ଣ ଉତ୍ତର ଦେଇଥିଲେ, ତାହା ପ୍ରଦୀପ ପୁରୋହିତଙ୍କ ମୁହଁରୁ ଶୁଣନ୍ତୁ। 

Advertisment