ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଓ ଦଳର ସଂଗଠକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୋଦିଙ୍କୁ ପଚାରିଲେ, ଆପଣ ଏତେ ଚାପରେ କେମିତି କାମ କରନ୍ତି ? ପ୍ରଧାନମନ୍ତ୍ରୀ କ’ଣ ଉତ୍ତର ଦେଇଥିଲେ, ତାହା ପ୍ରଦୀପ ପୁରୋହିତଙ୍କ ମୁହଁରୁ ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
'ପୁଷ୍ପାରାଜ'ଙ୍କ ଗିରଫକୁ ନେଇ ରାଜନୀତି; ମୁଖ୍ୟମନ୍ତ୍ରୀ କହିଲେ ଆଇନ ଆଗରେ ସମସ୍ତେ ସମାନ
ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଜଣେ ସାଧାରଣ ଅପରାଧୀ ଭାବରେ ବ୍ୟବହାର କରିବା ଅନୁଚିତ କହିଲେ କେଟିଆର୍। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଲେ ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ।
Politics
ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏଫ୍ଆଇଆର୍
ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଛନ୍ତି, ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ମଣ୍ଡେଇ ଉତ୍ସବ ଅବସରରେ କବିଙ୍କୁ ତାତ୍ସଲ୍ୟ କରିଛନ୍ତି।
National
କୃଷକ ପୁଅ ବନାମ ଶ୍ରମିକ ପୁଅ
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ନେତାଙ୍କ ସହିତ ତାଙ୍କର ହୋଇଛି ଯୁକ୍ତିତର୍କ।
Politics
ନିଜ ଦରମା-ଭତ୍ତା ବଢ଼ାଇବାକୁ ମନ୍ତ୍ରୀ-ବିଧାୟକ ତତ୍ପର: ୩ରେ କମିଟି ଗଢ଼ା, ୧୦ରେ ବିଲ୍ ରେଡ୍ଡୀ
ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏ ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।
Politics
ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ପାଟପଡଗଞ୍ଜରୁ ଆମ ଆଦମୀ ପାର୍ଟିର ଅବଧ ଓଝାଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ପିସିସି ସଭାପତି ଅନୀଲ ଚୌଧୁରୀ।