Advertisment

ପାଣ୍ଡିଆନଙ୍କ ମିମିକ୍ରି କଲେ ପ୍ରଦୀପ

5T ସଚିିବ ଭିକେ ପାଣ୍ଡିଆନଙ୍କ କିପରି କଥା କୁହନ୍ତି, ତାର ଅବିକଳ ନକଲ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ଦୁବାଇରେ ପାଣ୍ଡିଆନ କଣ କହିଥିଲେ, ଆକ୍ଟିଙ୍ଗ କରି କହିଲେ ପ୍ରଦୀପ।

author-image
Debendra Prusty

5T ସଚିିବ ଭିକେ ପାଣ୍ଡିଆନଙ୍କ କିପରି କଥା କୁହନ୍ତି, ତାର ଅବିକଳ ନକଲ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ଦୁବାଇରେ ପାଣ୍ଡିଆନ କଣ କହିଥିଲେ, ଆକ୍ଟିଙ୍ଗ କରି କହିଲେ ପ୍ରଦୀପ।

Advertisment
Vk Pandian Pradip Panigrahi BjD Odisha