ବବି ଜିତୁ ଡାନି ଖାଲି ବିଜେଡି ଆଉ ବାକି ନନ୍ ବିଜେଡି! | Odisha Reporter
ଯାଜପୁରରେ ବିଜେଡି ଆୟୋଜନ କରିଥିଲା ଦଳର ସଦସ୍ୟତା ସଂଗ୍ରହ ଅଭିଯାନା। ଯାଜପୁରରେ ବବି କହିଲେ ବିଜେଡିମାନେ ବୁଝାଏ ବବି-ଜିତୁ-ଡାନି, ଯାଜପୁର ମାନେ ଏହି ବିଜେଡି, ତେବେ ଏହି 3 ହାରୁ ନେତା କଣ ଖାଲି ବିଜେଡି । ପ୍ରଶ୍ନ ମଞ୍ଚ ଉପରେ ଥିବା ବିଶ୍ବ, ସୁଜାତା ଏବଂ ଶର୍ମିଷ୍ଠା ସେମାନେ କଣ ନନ୍ ବିଜେଡି । ଜିଲ୍ଲାର ବରିଷ୍ଠ ନେତା ଅମର ଶତପଥୀ ଓ ଅଶୋକ ବଳଙ୍କ ଦେଖା ମିଳିଲାନି ମଞ୍ଚରେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
